ଆରମ୍ଭ ହେଲା ଚଢ଼ଉ : ବିଭିନ୍ନ ସ୍ଥାନରେ ଉତ୍ତେଜନା,କଥା କଟାକଟି

ଭୁବନେଶ୍ୱର : ୬ ମାସର ବିରତି ପରେ ଆଜିଠାରୁ ନୂଆ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହୋଇଛି। କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ଓ ଆର୍‌ଟିଓ ପକ୍ଷରୁ ଆଜି ଆଇନ ଉଲ୍ଲଂଘନକାରୀଙ୍କ ଉପରେ ଜୋରଦାର ଚଢ଼ଉ ହୋଇଛି। ରାଜଧାନୀର ବିଭିନ୍ନ ଛକରେ ଛିଡ଼ା ହୋଇ ଅଧିକାରୀମାନେ ଆଇନ ଭାଙ୍ଗୁଥିବା ଚାଳକକୁ ଧରି ଜରିମାନା କଷିଛନ୍ତି। ପୁଲିସ ପକ୍ଷରୁ ୬ଟି ସ୍ଥାନରେ ଚଢ଼ଉ ହୋଇଥିବା ବେଳେ ଭୁବନେଶ୍ୱରରେ ଥିବା ଦୁଇ ଆର୍‌ଟିଓ … Continue reading ଆରମ୍ଭ ହେଲା ଚଢ଼ଉ : ବିଭିନ୍ନ ସ୍ଥାନରେ ଉତ୍ତେଜନା,କଥା କଟାକଟି